Kalapahad of new era II ଏ ଯୁଗର କଳାପାହାଡ଼

ଓଡ଼ିଶା ପ୍ରଶାସନିକ ଅଳିନ୍ଦରେ ରୁଚି ରଖୁ ନ ଥିବା ଲୋକମାନେ ବି ଗଲା କିଛିଦିନ ଭିତରେ ଆଇଏଏସ୍‍ ଅଧିକାରୀ ଅରବିନ୍ଦ ପାଢ଼ୀଙ୍କୁ  ଭଲ ଭାବେ ଚିହ୍ନି ସାରିଥିବେ। ସେ ସେ କୃଷି ସଚିବ, ସେଥିପାଇଁ ନୁହେଁ ବରଂ ୧୨ଶ ଶତାବ୍ଦୀରେ ନିର୍ମିତ ଓଡ଼ିଆମାନଙ୍କ ପ୍ରାଣକେନ୍ଦ୍ର ଶ୍ରୀମନ୍ଦିରରର ମୁଖ୍ୟ ପ୍ରଶାସକ ଭାବେ। କାରଣ ଗଲା ଏକବର୍ଷ ହେଲା ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ବିଶୃଙ୍ଖଳାର ପ୍ରତିଟି ଅଧ୍ୟାୟରୁ ଯେମିତି ନିଜକୁ ବାହାର କରିବା ଅନ୍ୟ ଉପରେ ଦୋଷ ଲଦିବାରେ ସକ୍ଷମ … Continue reading Kalapahad of new era II ଏ ଯୁଗର କଳାପାହାଡ଼