ମୋଦିଙ୍କ ପାଇଁ ୧୪ ବର୍ଷ ହେଲା ପିନ୍ଧିନଥିଲେ ଚପଲ,ପ୍ରଧାନମନ୍ତ୍ରୀ ଦେଲେ ଜୋତା

Rampal Kashyup: ହରିୟାଣାର କୈଥଲ ଜିଲ୍ଲାର ସିୱାନ ବ୍ଲକର ଖେଡ଼ି ଗୁଲାମ ଅଲୀ ଗାଁର ରାମପାଲ କଶ୍ୟପ ଚର୍ଚ୍ଚାରେ ଅଛନ୍ତି। ଚର୍ଚ୍ଚାର କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ହାତରେ ତାଙ୍କୁ ଜୋତା ପିନ୍ଧାଇଛନ୍ତି। ରାମପାଲ କଶ୍ୟପ ଗତ ୧୪ ବର୍ଷ ଧରି ଖାଲି ପାଦରେ ଚାଲୁଛନ୍ତି ଏବଂ ୨୦୧୨ ମସିହାରେ ସେ ପ୍ରତିଜ୍ଞା କରିଥିଲେ ଯେ, ଯେପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇ ତାଙ୍କୁ ଜୋତା ପିନ୍ଧିବାକୁ ନ କହିବେ, ସେପର୍ଯ୍ୟନ୍ତ ସେ ଜୋତା … Continue reading ମୋଦିଙ୍କ ପାଇଁ ୧୪ ବର୍ଷ ହେଲା ପିନ୍ଧିନଥିଲେ ଚପଲ,ପ୍ରଧାନମନ୍ତ୍ରୀ ଦେଲେ ଜୋତା