୨୦୨୭ ମସିହାରେ ଭାରତ ତା’ର ପ୍ରଥମ ମହିଳା ପ୍ରଧାନ ବିଚାରପତି ପାଇପାରେ
ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ ବୁଧବାର ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି। ସେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ଭାରତୀୟ ନ୍ୟାୟବ୍ୟବସ୍ଥା ପାଇଁ ଏକ ଐତିହାସିକ ମୁହୂର୍ତ୍ତ, କାରଣ ଜଷ୍ଟିସ୍ ଗଭଇ ହେଉଛନ୍ତି ଦଳିତ ମାନ୍ୟତାରୁ ଆସୁଥିବା ଦ୍ୱିତୀୟ ବ୍ୟକ୍ତି ଯିଏ ଏହି ଉଚ୍ଚ ପଦରେ ବସିଛନ୍ତି। ସେ ଆସନ୍ତା ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ଅର୍ଥାତ୍ ତାଙ୍କ କାର୍ଯ୍ୟକାଳ … Continue reading ୨୦୨୭ ମସିହାରେ ଭାରତ ତା’ର ପ୍ରଥମ ମହିଳା ପ୍ରଧାନ ବିଚାରପତି ପାଇପାରେ
Copy and paste this URL into your WordPress site to embed
Copy and paste this code into your site to embed