june-4: bjd leaders freedom day from bonded labour ।। ଜୁନ୍‍-୪: ବିଜେଡି ନେତାଙ୍କ ଗୋତିରୁ ମୁକ୍ତି

ରାଜ୍ୟ ରାଜନୀତିରେ ଆଜିର ଦିନଟି ବେଶ୍‍ ସ୍ମରଣୀୟ ରହିବ। କାରଣ ଗତବର୍ଷ ଏହିଦିନ ରାଜ୍ୟ ରାଜନୀତି ପଲ୍‍ଟି ମାରିଥିଲା। ଅଚାନକ ରାଜ୍ୟରେ ବିଜେଡି ଦୁର୍ଗ ଭାଙ୍ଗି ବିଜେପିର ଶାସନ ପ୍ରତିଷ୍ଠା ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଅପରାଜେୟ ନବୀନଙ୍କର ବି ପରାଜୟ ଘୋଷଣା ହୋଇଥିଲା। ସେ ଯେ ରାଜ୍ୟର ଅପ୍ରତିଦ୍ୱନ୍ଦ୍ୱୀ ନେତା ନୁହଁନ୍ତି ତାହା ପ୍ରମାଣିତ ହେଲା। ଏହାସହ ବିଜେଡିର ନେତାମାନଙ୍କୁ ଏକ ପ୍ରକାର ସ୍ୱାଧୀନତା ମିଳିଲା। ଦଳରେ ବରିଷ୍ଠ ନେତାଙ୍କ ମୁଣ୍ଡ କାଟ୍‍ ହେଲେ … Continue reading june-4: bjd leaders freedom day from bonded labour ।। ଜୁନ୍‍-୪: ବିଜେଡି ନେତାଙ୍କ ଗୋତିରୁ ମୁକ୍ତି