ଯୋରନ୍ଦା ମାଘ ମେଳାର ଆଜି ଦ୍ୱିତୀୟ ଦିନରେ କମ୍ପି ଉଠୁଛି ମହିମା ପୀଠ

ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳାର ଆଜି ଦ୍ୱିତୀୟ ଦିନ।  ଅଲେଖ ଧୂନୀରେ କମ୍ପି ଉଠୁଛି ଯୋରନ୍ଦା ମହିମା ପୀଠ। ମହିମା ଅଲେଖ ଧୂନୀରେ ପ୍ରକମ୍ପିତ ଯୋରନ୍ଦା ମହିମା ଗାଦି । ଯୋରନ୍ଦା ମେଳାରେ ବିଶ୍ଵର ମଙ୍ଗଳ ପାଇଁ ମହଣ ମହଣ ଘୃତରେ ଶୂନ୍ୟ ମନ୍ଦିରରେ ଆଜି ୪ ଦ୍ଵାରରେ ଝାଡ଼ଦିପ ପ୍ରଜ୍ୱଳନ କରାଯାଇଛି ।  ଏହା ସହିତ ୪ ଦ୍ଵାରରେ ଅଗ୍ନି ଧୂନୀରେ ହଜାର ହଜାର ନଡ଼ିଆ ପୋଡ଼ା ଯାଉଛି । ମହିମା ଗୋସାଇଁଙ୍କ ଶୁନ୍ୟ ମନ୍ଦିର … Continue reading ଯୋରନ୍ଦା ମାଘ ମେଳାର ଆଜି ଦ୍ୱିତୀୟ ଦିନରେ କମ୍ପି ଉଠୁଛି ମହିମା ପୀଠ