ଆତଙ୍କ ଏମିତି ଯେ, ଦୁଇଶହ ବର୍ଷ ହେଲା ଏହି ଗାଁ’ରେ ତିଆରି ହୋଇନି ଦୁଇମହଲା ଘର
Jodhpur No two storey house: ରାଜସ୍ଥାନର ଯୋଧପୁରର ଡୋଲି ଗାଁ’ ଏକ ନିଆରା ଗାଁ’। ଏଠାରେ ଆପଣଙ୍କୁ କୌଣସି ଦୁଇମହଲା ଘର ମିଳିବ ନାହିଁ। ଗାଁ’ରେ ବୈରାଗୀ ମହାରାଜଙ୍କ ଦୁଇମହଲା ସମାଧି ରହିଛି, ଯେଉଁଥିପାଇଁ ସମଗ୍ର ଗାଁ’ରେ କେବଳ ଗୋଟିଏ ମହଲା ଘର ନିର୍ମାଣ କରାଯାଏ। ଆସନ୍ତୁ ଜାଣିବା ଏହାର ରହସ୍ୟ କ’ଣ… ଦେଶର ପ୍ରାୟ ୭୦ ପ୍ରତିଶତ ଜନସଂଖ୍ୟା ଗାଁରେ ବାସ କରନ୍ତି। ଦେଶରେ ପ୍ରାୟ ୭ ଲକ୍ଷ ଗାଁ ଅଛି। ଆଜିର ଆଧୁନିକ … Continue reading ଆତଙ୍କ ଏମିତି ଯେ, ଦୁଇଶହ ବର୍ଷ ହେଲା ଏହି ଗାଁ’ରେ ତିଆରି ହୋଇନି ଦୁଇମହଲା ଘର
Copy and paste this URL into your WordPress site to embed
Copy and paste this code into your site to embed