ସାଙ୍ଘାତିକ ହେଉଛି ଚାକିରୀ ଅବସ୍ଥା, ବଡ଼ ବିପଦ ଏଆଇ

ଭାରତରେ ନିଯୁକ୍ତି ସଙ୍କଟ ଏକ ବଡ଼ ସମସ୍ୟାର ରୂପ ନେବାରେ ଲାଗିଛି। ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୮ ଜଣ ଚାକିରି ସନ୍ଧାନରେ ରହିଛନ୍ତି। ନୂତନ ବର୍ଷରେ ଚାକିରି ଖୋଜିବା ଅଧିକ କଷ୍ଟକର ହୋଇପଡ଼ିଛି ବୋଲି ଅଧାରୁ ଅଧିକ ଅର୍ଥାତ୍‌ ୫୫% ଉତ୍ତରଦାତା କହିଛନ୍ତି। ଲିଙ୍କ୍‌ଡ ଇନ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏହି ସୂଚନା ସାମ୍ନାକୁ ଆସିଛି। ଭାରତରେ ୬୯% ମାନବ ସମ୍ବଳ ବୃତ୍ତିଗତଧାରୀ ବିଶ୍ୱାସ କରନ୍ତି ଯେ … Continue reading ସାଙ୍ଘାତିକ ହେଉଛି ଚାକିରୀ ଅବସ୍ଥା, ବଡ଼ ବିପଦ ଏଆଇ