ଭାରତୀୟଙ୍କ ରୋଜଗାର ଖାଉଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ, ଜେଏନୟୁ ରିପୋର୍ଟରୁ ପଦାକୁ ଆସିଲା ସାଂଘାତିକ ତଥ୍ୟ

JNU Report: ଏହି ରିପୋର୍ଟରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଦେଶ ଏବଂ ବିଶେଷକରି ରାଜଧାନୀ ଦିଲ୍ଲୀକୁ କିପରି ପ୍ରଭାବିତ କରୁଛନ୍ତି ତାହା ବ୍ୟାଖ୍ୟା କରାଯାଇଛି। ଭାରତ ମଧ୍ୟକୁ ବେଆଇନଭାବେ ପ୍ରବେଶ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ କେବଳ ଭାରତର ଧର୍ମୀୟ ଜନସଂଖ୍ୟାକୁ ପ୍ରଭାବିତ କରୁନାହାନ୍ତି ସେମାନେ ମଧ୍ୟ ଭାରତୀୟଙ୍କ ରୋଜଗାର ଖାଉଛନ୍ତି । ଏଭଳି ତଥ୍ୟ ଆସିଛି ଜେଏନୟୁର ଏକ ଗବେଷଣା ରିପୋର୍ଟରୁ। ଦିଲ୍ଲୀର ଜନସଂଖ୍ୟା ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ଜେଏନୟୁ ପ୍ରସ୍ତୁତ କରିଥିବା ଏହି ରିପୋର୍ଟ ଉଣାଅଧିକେ … Continue reading ଭାରତୀୟଙ୍କ ରୋଜଗାର ଖାଉଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ, ଜେଏନୟୁ ରିପୋର୍ଟରୁ ପଦାକୁ ଆସିଲା ସାଂଘାତିକ ତଥ୍ୟ