Jinping and Putin’s friend Kim Jong-un India’s friend or enemy? ।। ଜିନପିଙ୍ଗ ଓ ପୁଟିନଙ୍କ ବନ୍ଧୁ କିମ ଜୋଙ୍ଗ, ଭାରତର ବନ୍ଧୁ ନା ଶତ୍ରୁ?

ଟାରିଫ ଯୁଦ୍ଧ ପରେ ବିଶ୍ଵରେ ନୂଆ ରଣନୈତିକ ସମ୍ପର୍କ ଗଢ଼ି ଉଠୁଛି । ପୁରୁଣା ମେଣ୍ଟ ଭାଙ୍ଗୁଛି। କ୍ୱାଡ ଶିଖର ସମ୍ମିଳନୀକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଚୀନର ସରକାରୀ ଗଣମାଧ୍ୟମ କ୍ୱାଡ୍ ଆଳରେ ଭାରତକୁ ଉପଦେଶ ଦେଇଛି । କ୍ୱାଡ ଆଉ ନାହିଁ ବୋଲି ଚୀନ ଗଣମାଧ୍ୟମ କହି ସାରିଲାଣି । ସୂଚନାଯୋଗ୍ୟ ଯେ, କ୍ୱାଡରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ଅଛନ୍ତି । ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସ୍ଥିରତା ଓ ରଣନୈତିକ … Continue reading Jinping and Putin’s friend Kim Jong-un India’s friend or enemy? ।। ଜିନପିଙ୍ଗ ଓ ପୁଟିନଙ୍କ ବନ୍ଧୁ କିମ ଜୋଙ୍ଗ, ଭାରତର ବନ୍ଧୁ ନା ଶତ୍ରୁ?