Jihad against Hindu women ।। ହିନ୍ଦୁ ମହିଳାଙ୍କ ବିରୁଦ୍ଧରେ ଜିହାଦ

ଅପରେସନ ସିନ୍ଦୁର ଦ୍ୱାରା କ୍ରୋଧିତ ଆତଙ୍କବାଦୀ ମାସୁଦ ଆଝାର ପୁଣିଥରେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦ ଭାରତରେ “ହିନ୍ଦୁ ମହିଳା” (ସେନା ଏବଂ ସାମ୍ବାଦିକ) ବିରୋଧରେ ଲଢ଼ିବା ପାଇଁ ଏକ ମହିଳା ବ୍ରିଗେଡ ଗଠନ କରୁଛି। ମାସୁଦ ଆଝାର ଏହାର ମାଷ୍ଟରମାଇଣ୍ଡ। ବାହାବଲପୁରର ମର୍କଜ ଉସମାନ-ଓ-ଅଲିରେ ଭାଷଣ ଦେଇ ଆଝାର କହିଥିଲେ, “ମହିଳା ବ୍ରିଗେଡକୁ ସ୍ୱତନ୍ତ୍ର ତାଲିମ ଦିଆଯିବ ଏବଂ ବିଶ୍ୱ ଜିହାଦ ମିଶନରେ ସାମିଲ କରାଯିବ।” … Continue reading Jihad against Hindu women ।। ହିନ୍ଦୁ ମହିଳାଙ୍କ ବିରୁଦ୍ଧରେ ଜିହାଦ