ଯୁଦ୍ଧ ବିରାମ ଏକ ନୂଆ କଥା ନୁହେଁ, ଯାହା ଭାରତ ଓ ପାକିସ୍ତାନ ଭିତରେ ହୋଇଛି। କିନ୍ତୁ ନୂଆ କଥା ଏହା ଯେ, ଏ ଯୁଦ୍ଧ ବିରାମରେ ଚୁକ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏ ଯୁଦ୍ଧ ବିରାମରେ ମଧ୍ୟସ୍ଥିର ପ୍ରବେଶ ହୋଇଛି, ଏ ଯୁଦ୍ଧ ବିରାମ ଶତ୍ରୁପକ୍ଷର ଅନୁରୋଧରେ ହୋଇଛି। ତଥାପି ଶତ୍ରୁପକ୍ଷ ବଦଳି ନାହିଁ। ନିଜ ଭୁଲ୍କୁ ସ୍ୱୀକାର କରିନାହିଁ। ନିଜର ଅହଂକାରକୁ ପରିତ୍ୟାଗ କରିନାହିଁ କି ଆତ୍ମସମର୍ପଣ କରିନାହିଁ। ଏପରି କ୍ଷେତ୍ରରେ ଏ ବିରାମ … Continue reading ଜୁଏଲଙ୍କ ଶ୍ରୀକୃଷ୍ଣ ଅବତାର
Copy and paste this URL into your WordPress site to embed
Copy and paste this code into your site to embed