ଏପ୍ରିଲ ୨୩ରୁ ଆରମ୍ଭ ହେବ ଜେଇଇ ଆଡଭାନ୍ସଡ ୨୦୨୫ ପଞ୍ଜୀକରଣ: ଜାଣନ୍ତୁ ତାରିଖ, ପରୀକ୍ଷା କାର୍ଯ୍ୟସୂଚୀ ଓ ଏଏଟିର ବିବରଣୀ

JEE Advanced: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ୍ ୨୦୨୫ ଆୟୋଜନ କରୁଥିବା ଆଇଆଇଟି କାନପୁର ଏପ୍ରିଲ ୨୩ ତାରିଖ ସକାଳ ୧୦ଟାରୁ ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ କରିବ। ଯୋଗ୍ୟ ପ୍ରାର୍ଥୀମାନେ jeeadv.ac.in ଅଫିସିଆଲ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ମେ’ ୨ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଆବେଦନ ୱିଣ୍ଡୋ ଖୋଲା ରହିବ ଏବଂ ୫ ତାରିଖ ରାତି ୧୧ଟା ୫୯ ମିନିଟ୍ ଫି’ ପୈଠ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି। … Continue reading ଏପ୍ରିଲ ୨୩ରୁ ଆରମ୍ଭ ହେବ ଜେଇଇ ଆଡଭାନ୍ସଡ ୨୦୨୫ ପଞ୍ଜୀକରଣ: ଜାଣନ୍ତୁ ତାରିଖ, ପରୀକ୍ଷା କାର୍ଯ୍ୟସୂଚୀ ଓ ଏଏଟିର ବିବରଣୀ