Jayachandra Syndrome in BJD II ଜୟଚନ୍ଦ୍ର ସିଣ୍ଡ୍ରୋମ ଓ ବିଜେଡିର ଆତ୍ମଘାତୀ ରାଜନୀତି; ୨୪ ବର୍ଷର ଶାସନ ପରେ ଏକ ଅନ୍ତର୍ଦ୍ୱନ୍ଦ୍ୱର କାହାଣୀ

ଓଡ଼ିଶାର ରାଜନୀତିରେ ୨୦୨୪ ପରବର୍ତ୍ତୀ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କଲେ ରାଜ୍ୟର ଦୀର୍ଘ ୨୪ ବର୍ଷର ବିଜୁ ଜନତା ଦଳ (ବିଜେଡି) ଶାସନର ଶେଷ ଭାଗ ଜାଣିବା ଦରକାର। ଏହି ଶେଷ ଭାଗରେ ଘଟିଥିବା ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ଏବଂ ନେତୃତ୍ୱ ଭିତରେ ଜାଗା ନେଇଥିବା ବାହାରି ଲୋକଙ୍କ ମୁଖ୍ୟ ଭୂମିକା ସ୍ପଷ୍ଟ ହୋଇପାରେ। ଅନେକ ରାଜନୀତିକ ବିଶ୍ଳେଷକମାନେ ଏହି ଦଶାକୁ “ଜୟଚନ୍ଦ୍ର ସିଣ୍ଡ୍ରୋମ” ବୋଲି ଉପମା ଦେବାକୁ ଆରମ୍ଭ କରିଛନ୍ତି-ଯେଉଁଠାରେ ଦଳର ଭିତରେ ଅସୁରକ୍ଷା, ଏହି ସମୟରେ … Continue reading Jayachandra Syndrome in BJD II ଜୟଚନ୍ଦ୍ର ସିଣ୍ଡ୍ରୋମ ଓ ବିଜେଡିର ଆତ୍ମଘାତୀ ରାଜନୀତି; ୨୪ ବର୍ଷର ଶାସନ ପରେ ଏକ ଅନ୍ତର୍ଦ୍ୱନ୍ଦ୍ୱର କାହାଣୀ