Jay Narayan neglected at the behest of Dharmendra! ଧର୍ମେନ୍ଦ୍ରଙ୍କ ମନମାନିରେ ବଳି ପଡ଼ୁଛନ୍ତି ଜୟ!

ଓଡ଼ିଶା ବିଜେପିର ଟାଣୁଆ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରୁନାହିଁ ବୋଲି ଗୋଟିଏ ନ୍ୟାରେଟିଭ୍‍ ଏବେ ରାଜ୍ୟରେ ଖେଳିବୁଲୁଛି। ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଢ଼ିଥିବା ରାଜନୈତିକ ଦଳ ବିଜେପିର ନା ଦଳର ତୃଣମୂଳର ନେତା ନା ବରିଷ୍ଠ ନା କେନ୍ଦ୍ର ନେତା ଏହି ପ୍ରକାର ପରିସ୍ଥିତିକୁ କେମିତି ନିୟନ୍ତ୍ରଣ କରାଯିବ ତାହା କେହି ସ୍ଥିର କରିପାରୁ ନାହାନ୍ତି। ଫଳରେ ମନ୍ତ୍ରିମଣ୍ଡଳରେ ଇନ୍‍-ଆଉଟ୍‍ ହେବ ବୋଲି ଗଲା ୧୫ ମାସ … Continue reading Jay Narayan neglected at the behest of Dharmendra! ଧର୍ମେନ୍ଦ୍ରଙ୍କ ମନମାନିରେ ବଳି ପଡ଼ୁଛନ୍ତି ଜୟ!