ଜାଣନ୍ତୁ କେମିତି ବଦଳିଥିଲା ଗାନ୍ଧି-ନେହେରୁ ପରିବାରର ସାଙ୍ଗିଆ,କ’ଣ ଥିଲା ମୋଗଲଙ୍କ ସହ ସମ୍ପର୍କ
An Autobiography: ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଆତ୍ମଜୀବନୀ ‘ମୋ କାହାଣୀ‘ରେ ମୋଗଲ ସମ୍ରାଟ୍ ଫରୁଖସିୟାରଙ୍କ ନିମନ୍ତ୍ରଣକ୍ରମେ କାଶ୍ମୀରରୁ ଦିଲ୍ଲୀ ଆସିଥିବା ତାଙ୍କ କାଶ୍ମୀର ପୂର୍ବପୁରୁଷଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ନେହେରୁ ପରିବାରର ଉପନାମ ମୂଳତଃ କୌଲ ଥିଲା, ଯାହା ପରବର୍ତ୍ତୀ ସମୟରେ ନେହେରୁରେ ପରିଣତ ହୋଇଥିଲା। ରାହୁଲଙ୍କ ବୈଦେଶିକ ନୀତିକୁ ନେଇ ବୟାନ ପରେ ଗାନ୍ଧୀ ନେହେରୁ ପରିବାରର ଇତିହାସ ପୁଣି ଚର୍ଚ୍ଚା ଭିତରେ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ସିଆଇଏ … Continue reading ଜାଣନ୍ତୁ କେମିତି ବଦଳିଥିଲା ଗାନ୍ଧି-ନେହେରୁ ପରିବାରର ସାଙ୍ଗିଆ,କ’ଣ ଥିଲା ମୋଗଲଙ୍କ ସହ ସମ୍ପର୍କ
Copy and paste this URL into your WordPress site to embed
Copy and paste this code into your site to embed