ଆସୁନି ଗାଇଡ଼ଲାଇନ; ଯାତ୍ରାରେ ଚାଲିଛି ଅଶ୍ଳୀଳ ନୃତ୍ୟ

Jatra: କେନ୍ଦ୍ରାପଡ଼ାରେ ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ରାଜ୍ୟ ସରକାର ଯାତ୍ରା ଶୋ’ରେ ଅଶ୍ଳୀଳତା ଉପରେ କଟକଣା ଲଗାଇବା ଏବଂ ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ୫ ମାସ ତଳେ ନୂଆ ନିୟମ ପ୍ରଣୟନ କରିବାକୁ ଘୋଷଣା କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ପୂର୍ବପରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଚାଲୁ ରହିଛି। ପୂର୍ବ … Continue reading ଆସୁନି ଗାଇଡ଼ଲାଇନ; ଯାତ୍ରାରେ ଚାଲିଛି ଅଶ୍ଳୀଳ ନୃତ୍ୟ