ଭାରତ ମାଟିରେ ଗର୍ଜିବ ଜାପାନର F-2A ଯୁଦ୍ଧବିମାନ || Japanese F-2A fighter aircraft Gerjib on Indian soil
ଭାରତ ମହାସାଗରରୁ ନେଇ ପୂର୍ବ ଚୀନ୍ ସାଗର ପର୍ଯ୍ୟନ୍ତ ଏବଂ ହିମାଳୟର ବରଫାବୃତ ଶୃଙ୍ଗରୁ ନେଇ ରାଜସ୍ଥାନର ଉତ୍ତପ୍ତ ମରୁଭୂମି ଯାଏଁ—ଏସିଆ ମହାଦେଶର ଭୂ-ରାଜନୀତିରେ ଏବେ ଏକ ବଡ଼ ଧରଣର ଭୂମିକମ୍ପ ସୃଷ୍ଟି ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଇତିହାସ ରଚିବାକୁ ଯାଉଛି ଭାରତୀୟ ବାୟୁସେନା ଏବଂ ଜାପାନ ଏୟାର ସେଲ୍ଫ ଡିଫେନ୍ସ ଫୋର୍ସ (JASDF)। ଜାପାନର ସବୁଠାରୁ ଶକ୍ତିଶାଳୀ ଲଢୁଆ ବିମାନ ‘ମିତ୍ସୁବିସି ଏଫ୍-୨ଏ’ (F-2A) ପ୍ରଥମ ଥର ପାଇଁ ଭାରତୀୟ ମାଟିରେ ଅବତରଣ … Continue reading ଭାରତ ମାଟିରେ ଗର୍ଜିବ ଜାପାନର F-2A ଯୁଦ୍ଧବିମାନ || Japanese F-2A fighter aircraft Gerjib on Indian soil
Copy and paste this URL into your WordPress site to embed
Copy and paste this code into your site to embed