ସମୁଦ୍ର ଗର୍ଭରୁ ଜାପାନକୁ ମିଳିଲା ଏତିକି ଟଙ୍କାର ସମ୍ପତ୍ତି, ଯାହାର ଶୁନ ଗଣି ଚୀନ୍ ପାଗଳ !

Japan Discovers Rare Earth Minerals: ଏବେ ଆଉ ଗୋଟିଏ ଖବର ଆସିଛି, ଯାହା ଚୀନର ଚିନ୍ତା ବଢାଇ ଦେଇଛି। ଜାପାନ ସମୁଦ୍ର ଗର୍ଭରୁ ବିରଳ ଖଣିଜର ଏମିତି ଭଣ୍ଡାର ପାଇଛି,ଯାହାର ଆନୁମାନିକ ମୂଲ୍ୟ ହେଉଛି ୨୧,୬୦୯୫୬୬୯୭୫୦୦ ଟଙ୍କା। ମାନେ ପାଖାପାଖି 26 ବିଲିୟନ ଡଲାର। କିଛିଦିନ ତଳେ ଖବର ଆସିଥିଲା ଯେ, ପାକିସ୍ତାନକୁ ସୁନା ଭଣ୍ଡାର ମିଳିଛି। କୁହାଗଲା ଯେ ପାକିସ୍ତାନର ମାଟିତଳେ ଏତିକି ସୁନା ଅଛି ଯାହା ତାର ସବୁ କରଜ ଭରଣ କରିଦେବ। … Continue reading ସମୁଦ୍ର ଗର୍ଭରୁ ଜାପାନକୁ ମିଳିଲା ଏତିକି ଟଙ୍କାର ସମ୍ପତ୍ତି, ଯାହାର ଶୁନ ଗଣି ଚୀନ୍ ପାଗଳ !