ଜୁଲାଇରେ ସମୁଦ୍ରକୂଳକୁ ଯାଆନ୍ତୁ ନାହିଁ,ଆସୁଛି ଭୟଙ୍କର ସୁନାମୀ !

Japan Tsunami: ସୁନାମୀ, ସମୁଦ୍ର ଯେତେବେଳେ କୂଳ ଲଂଘନ କରେ,ସେତେବେଳେ ଆସେ ସୁନାମୀ। ସୁନାମୀର ଭୟାବହତାକୁ ଭାରତ ଅଙ୍ଗେ ନିଭାଇଛି । ୨୦୦୪ର ସେହି ଭୟଙ୍କର ସୁନାମୀକୁ ଆସିବାର ୨୦ ବର୍ଷ ହୋଇଗଲାଣି । ତଥାପି ସେହି ଦିନ ଏଯାଏ ତାମିଲନାଡୁ ଓ ଆଣ୍ଡାମାନର ଜନତା ମନରେ ଅଲିଭା ଦାଗ ହୋଇ ରହିଯାଇଛି । ସୁନାମୀ ମାନେ ଜଳ ପ୍ରଳୟ । ପୁଣିଥରେ ଆସୁଛି ଆଉ ଗୋଟିଏ ଭୟଙ୍କର ସୁନାମୀ । ସୁନାମୀର ସମ୍ପର୍କ ଭୂକମ୍ପ ସହିତ … Continue reading ଜୁଲାଇରେ ସମୁଦ୍ରକୂଳକୁ ଯାଆନ୍ତୁ ନାହିଁ,ଆସୁଛି ଭୟଙ୍କର ସୁନାମୀ !