ଡାୟବେଟିଜ୍ ଓ ବ୍ଲଡ୍ ପ୍ରେଶର୍ ଦୂର କରିଥାଏ ଜାମୁ କୋଳି ମଞ୍ଜି ଗୁଣ୍ଡ

Benefits Of Jamun: ଜାମୁ କୋଳିର ପାଉଡର ବା ଗୁଣ୍ଡ ପ୍ରକୃତିର ଏକ ଅନମୋଲ ଉପହାର, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଆୟୁର୍ବେଦରେ ଏହାର ବିଶେଷ ମହତ୍ତ୍ୱ ଅଛି। ଏହା ପେଟକୁ ସଫା କରିବାରେ ସାହାଯ୍ୟ କରେ। ଏହାର ଔଷଧୀୟ ଗୁଣ ପାଇଁ ଏହାକୁ ଘରୋଇ ଉପଚାର ମଧ୍ୟରେ ସ୍ଥାନ ଦିଆଯାଇଛି । ଆୟୁର୍ବେଦର ପ୍ରସିଦ୍ଧ ଗ୍ରନ୍ଥ ‘ଚରକ ସଂହିତା’ ରେ ଜାମୁ କୋଳିର ସମ୍ପୂର୍ଣ୍ଣ ଗଛର ବ୍ୟବହାରର ଉଲ୍ଲେଖ କରାଯାଇଛି। ଜାମୁ କୋଳି ପତ୍ର, … Continue reading ଡାୟବେଟିଜ୍ ଓ ବ୍ଲଡ୍ ପ୍ରେଶର୍ ଦୂର କରିଥାଏ ଜାମୁ କୋଳି ମଞ୍ଜି ଗୁଣ୍ଡ