Jajpur leader at the centre of politics. II ରାଜନୀତିର କେନ୍ଦ୍ରରେ ଯାଜପୁର ନେତା : ହିମାଂଶୁ ବନାମ ପ୍ରଣବ ପ୍ରକାଶ

ଓଡ଼ିଶାର ରାଜନୀତିକ ମଞ୍ଚରେ ଏବେ ଯାଜପୁର ଜିଲ୍ଲା ନାମଟି ପୁନର୍ବାର ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି। ଗତ ଦଶକ ଧରି ଏହି ଅଞ୍ଚଳରେ ବିଜେଡି ରାଜ କରୁଥିଲା, ତାହାର ମୁଖ୍ୟ ସ୍ତମ୍ଭ ଥିଲେ ପ୍ରଣବ ପ୍ରକାଶ ଦାସ-ନବୀନ ପଟ୍ଟନାୟକଙ୍କ ଖାସ୍‍ ନେତା ଓ ପାଣ୍ଡିଆନଙ୍କ ଭରସାର ଲୋକ। ଯାଜପୁର ଅଞ୍ଚଳ ତାଙ୍କ ପ୍ରଭାବରେ ବିଜେଡିର ଦୃଢ଼ ଗଡ଼ ଥିଲା। କିନ୍ତୁ ରାଜନୀତିର ପରିସ୍ଥିତି ଏବେ ପୂରା ଭିନ୍ନ। ବିଜେପି ଶାସନକୁ ଆସିବା ପରେ ନୂଆ ନେତୃତ୍ୱ ଓ ନୂଆ … Continue reading Jajpur leader at the centre of politics. II ରାଜନୀତିର କେନ୍ଦ୍ରରେ ଯାଜପୁର ନେତା : ହିମାଂଶୁ ବନାମ ପ୍ରଣବ ପ୍ରକାଶ