ବାଲି ମାଫିଆଙ୍କୁ ଯାଜପୁର ପ୍ରୋତ୍ସାହନ! || Jajpur gives incentives to sand mafia!

ଯାଜପୁରରେ ଅବୈଧ ବାଲି କାରବାର ନେଇ ପ୍ରଶ୍ନ: ମନହୋରପୁର ଖାଦାନକୁ କେନ୍ଦ୍ର କରି ବଢ଼ୁଛି ଚର୍ଚ୍ଚା ଓଡ଼ିଶା ସରକାର ଗୋଟେ ପଟେ ଅବୈଧ ଖଣି କାରବାରକୁ ରୋକିବା ଏବଂ ରାଜସ୍ୱ ବୃଦ୍ଧି କରିବାକୁ ଦାବି କରୁଥିବାବେଳେ, ଅନ୍ୟପଟେ ଯାଜପୁର ଜିଲ୍ଲାର ମନହୋରପୁର ବାଲି ଖାଦାନକୁ ନେଇ ଏବେ ଗମ୍ଭୀର ପ୍ରଶ୍ନ ଉଠିଛି। ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେଉଛି ଯେ, ବିନା ବୈଧ କାଗଜପତ୍ରରେ ଶହ ଶହ ଟ୍ରିପ୍ ବାଲି ପରିବହନ ହେଉଛି ଏବଂ ଏଥିରୁ ସରକାରଙ୍କୁ ଲକ୍ଷାଧିକ … Continue reading ବାଲି ମାଫିଆଙ୍କୁ ଯାଜପୁର ପ୍ରୋତ୍ସାହନ! || Jajpur gives incentives to sand mafia!