Jaish-e-Mohammed is forming a women’s brigade ।। ଜୈଶ-ଏ-ମହମ୍ମଦ ଏକ ମହିଳା ବ୍ରିଗେଡ ଗଠନ କରୁଛି

ଭାରତର ଅପରେସନ୍ ସିନ୍ଦୁର ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ମେରୁଦଣ୍ଡକୁ ପଙ୍ଗୁ କରିଦେବା ପରେ, ସେହି ଆତଙ୍କବାଦୀ ସଂଗଠନଗୁଡ଼ିକ ଏବେ ନୂତନ ରଣନୀତି ବ୍ୟବହାର କରୁଛନ୍ତି ।  ରିପୋର୍ଟ ଅନୁଯାୟୀ, ଜୈଶ-ଏ-ମହମ୍ମଦ (JeM) ଏବେ “ଜମାତ ଅଲ-ମୁମିନତ” ନାମରେ ଏକ ସ୍ୱତନ୍ତ୍ର ମହିଳା ବ୍ରିଗେଡ୍ ଗଠନ କରୁଛି। ସୂତ୍ର ଅନୁସାରେ ଏହି ଗୋଷ୍ଠୀ ୨୦୨୪ ମସିହାରୁ ସକ୍ରିୟ ଅଛି ଏବଂ ମହିଳାମାନଙ୍କୁ ବ୍ରେନ୍ ୱାଶ୍ କରି ନିଜ ନେଟୱାର୍କରେ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛି। ଏହି ବ୍ରିଗେଡ୍ ଜୈଶର … Continue reading Jaish-e-Mohammed is forming a women’s brigade ।। ଜୈଶ-ଏ-ମହମ୍ମଦ ଏକ ମହିଳା ବ୍ରିଗେଡ ଗଠନ କରୁଛି