Cuttack riots II କଟକ ଦଙ୍ଗା ପଛରେ ଜେଲ ଫେରନ୍ତା: ଭର୍ତ୍ତୃହରି ମହତାବ

କଟକରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାକୁ ନେଇ ମୁହଁ ଖୋଲିଛନ୍ତି ବିଜେପି ସାଂସଦ ଭର୍ତ୍ତୃହରି ମହତାବ। ଏହି ଘଟଣା ସ୍ୱତଃ ଘଟି ନାହିଁ ବରଂ ଏହାକୁ ଷଡ଼ଯନ୍ତ୍ରପୂର୍ଣ୍ଣ ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି। ନିକଟରେ ଫେରିଥିବା କିଛି ଜେଲ ଫେରନ୍ତା ଏହି ଘଟଣାର ମୁଖ୍ୟ କାର୍ପଟଦାର। ସେମାନଙ୍କ ବାବଦରେ ପୁଲିସକୁ ସେ ଆବଶ୍ୟକ ସୂଚନା ଦେଇଥିଲେ ବୋଲି କହିଛନ୍ତି ସାଂସଦ ମହତାବ। ତାଙ୍କର ଏହି ମନ୍ତବ୍ୟ ଏବେ ପୁଲିସ ଓ ପ୍ରଶାସନର ହୁଗୁଳାପଣକୁ ପଦାକୁ ଆଣିଛି। … Continue reading Cuttack riots II କଟକ ଦଙ୍ଗା ପଛରେ ଜେଲ ଫେରନ୍ତା: ଭର୍ତ୍ତୃହରି ମହତାବ