ଭୋଟ ପୂର୍ବରୁ ମାଟି ଛାଡିଲେ ଜାହାଙ୍ଗୀର ଖାନ! || Jahangir Khan leaves the country before the vote!

ଭୋଟ ପୂର୍ବରୁ ଫାଲ୍ଟାରୁ ପଛକୁ ହଟିଲେ ଜାହାଙ୍ଗୀର ଖାନ, ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା ପଶ୍ଚିମବଙ୍ଗର ରାଜନୀତିରେ ଫାଲ୍ଟା ବିଧାନସଭା କ୍ଷେତ୍ରକୁ ନେଇ ଏବେ ଚର୍ଚ୍ଚା ତୀବ୍ର ହୋଇଛି। ଟିଏମସିର ପ୍ରଭାବଶାଳୀ ନେତା ଓ ପ୍ରାର୍ଥୀ ଜାହାଙ୍ଗୀର ଖାନ ଭୋଟ ପୂର୍ବରୁ ହଠାତ୍ ନିର୍ବାଚନୀ ମଇଦାନ ଛାଡ଼ିଦେଇଥିବାରୁ ରାଜନୀତିକ ମହଳରେ ନୂଆ ତର୍କ ଆରମ୍ଭ ହୋଇଛି। ଏହି ଘଟଣା ଦକ୍ଷିଣ ୨୪ ପରଗଣାର ଫାଲ୍ଟା ବିଧାନସଭା କ୍ଷେତ୍ରରେ ଘଟିଛି, ଯେଉଁଠାରେ ୨୧ ତାରିଖରେ ରି-ପୋଲ୍ ହେବାକୁ ଥିଲା। … Continue reading ଭୋଟ ପୂର୍ବରୁ ମାଟି ଛାଡିଲେ ଜାହାଙ୍ଗୀର ଖାନ! || Jahangir Khan leaves the country before the vote!