ପ୍ରତିଦିନ ପିଅନ୍ତୁ ଗୁଡ଼ ଚା’, ପାଇବେ ଏହି ଫାଇଦା
Jaggery Tea: ପ୍ରାୟତଃ ସମସ୍ତଙ୍କ ଘରେ ପ୍ରତିଦିନ ସକାଳେ ଉଠିବା ପରେ କ୍ଷୀର ଚା’ ପିଉଥିବେ। ଚା’ ପିଇବା ପରେ ସମସ୍ତଙ୍କ ଦିନ ଆରମ୍ଭ ହୋଇଥାଏ । ଏହାକୁ ମିଠା କରିବା ପାଇଁ ସେଥିରେ ଚିନି ବ୍ୟବହାର କରୁଥିବେ, କିନ୍ତୁ ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଚା’ରେ ଚିନି ବଦଳରେ ଗୁଡ଼ ମିଶାଇବା ଆରମ୍ଭ କରନ୍ତୁ। ଚିନି ଅପେକ୍ଷା ଗୁଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ। ଚିନିର ଅତ୍ୟଧିକ ବ୍ୟବହାର ଅନେକ … Continue reading ପ୍ରତିଦିନ ପିଅନ୍ତୁ ଗୁଡ଼ ଚା’, ପାଇବେ ଏହି ଫାଇଦା
Copy and paste this URL into your WordPress site to embed
Copy and paste this code into your site to embed