Jagdeep Dhankhar visit Rashtrapati Bhavan without appointment before resignation ।। ଯେତେବେଳେ ପ୍ରୋଟୋକଲ ଭାଙ୍ଗି ଅଚାନକ ରାଷ୍ଟ୍ରପତି ଭବନରେ ପହଂଚିଲେ ଉପ-ରାଷ୍ଟ୍ରପତି

ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ହଠାତ୍ ରାଷ୍ଟ୍ରପତି ଭବନରେ ପହଞ୍ଚି ଇସ୍ତଫା ଦେଇଥିଲେ। ଏନେଇ ସେ ଆଗରୁ କାହାକୁ କିଛି ସୂଚନା ଦେଇ ନଥିଲେ। ଧନଖଡ଼ଙ୍କର ଏହି ଅଚାନକ ରାଷ୍ଟ୍ରପତି ଭବନ ଆଗମନ ପରେ ରାଷ୍ଟ୍ରପତି ଭବନ ଷ୍ଟାଫ ଚକିତ ହୋଇ ପଡ଼ିଥିଲେ । ସଂସଦର ମୌସୁମୀ ଅଧିବେଶନ ଆରମ୍ଭରେ ହିଁ ସେ ଇସ୍ତଫା ଘୋଷଣା କରିଥିଲେ। ଧନଖଡ଼ ସୋମବାର (ଜୁଲାଇ ୨୧) ଏହି ଘୋଷଣା କରିଥିଲେ। ତାଙ୍କ ଇସ୍ତଫାକୁ ନେଇ ରାଜନୈତିକ ମହଲରେ ନାନା ପ୍ରକାର … Continue reading Jagdeep Dhankhar visit Rashtrapati Bhavan without appointment before resignation ।। ଯେତେବେଳେ ପ୍ରୋଟୋକଲ ଭାଙ୍ଗି ଅଚାନକ ରାଷ୍ଟ୍ରପତି ଭବନରେ ପହଂଚିଲେ ଉପ-ରାଷ୍ଟ୍ରପତି