Jagannath’s cart stopped for a prostitute! ।। ଯେବେ ବେ-ଶ୍ୟା ପାଇଁ ବଡ଼ ଦାଣ୍ଡରେ ୩ ଦିନ ଅଟକି ରହିଥିଲା ତିନି ରଥ

ପୁରାଣ କୁହନ୍ତୁ କି ବାସ୍ତବ ଦୁନିଆରେ ଜଗନ୍ନାଥଙ୍କ ଆନେକ ଲୀଳା ଖେଳା ବିଷୟରେ ଆପଣ ଜାଣିଥିବେ ନିଶ୍ଚୟ। କେତେବେଳେ ସେ ବଡ଼ ଦାଣ୍ଡରୁ କାଠ ରଥ ଛାଡି ଭକ୍ତଙ୍କ ବାଲି ରଥକୁ ଚାଲି ଯାଆନ୍ତି, ତ ପୁଣି ଆଉ କେତେବେଳେ ଭକ୍ତକୁ ଅପେକ୍ଷା କରି ରଥ ଅଟକାଇ ରଖନ୍ତି। ଆଜି ଆମେ ସେମିତି ଗୋଟିଏ ଘଟଣା ବିଷୟରେ କହୁଛୁ, ଯେତେବେଳେ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ମେଳରେ ଜଣେ ବେ-ଶ୍ୟାଙ୍କ ପାଇଁ ଜଗାର ନନ୍ଦିଘୋଷ ରଥ ଅଟକି ଯାଇଥିଲା … Continue reading Jagannath’s cart stopped for a prostitute! ।। ଯେବେ ବେ-ଶ୍ୟା ପାଇଁ ବଡ଼ ଦାଣ୍ଡରେ ୩ ଦିନ ଅଟକି ରହିଥିଲା ତିନି ରଥ