ବର୍ଷ ଶେଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼
Jagannath Temple: କାଲି ବିଦାୟ ନେବ ୨୦୨୪ । ବର୍ଷ ଶେଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼। ୨୦୨୫କୁ ସ୍ୱାଗତ କରିବା ପୂର୍ବରୁ ଶ୍ରୀଜିଉଙ୍କ ଆଶୀର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ପ୍ରଶାସନର ଦୀର୍ଘ ପ୍ରସ୍ତୁତି ସତ୍ୱେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ମରିଚିକୋଟ୍ ଓ ମାର୍କେଟ ଛକରୁ ଲମ୍ବା ଲାଇନରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଜନସମୁଦ୍ର ବଡ଼ଦାଣ୍ଡ। ଅସମ୍ଭାଳ ଭିଡ଼। ଭକ୍ତଙ୍କ ଲମ୍ବା ଲାଇନ୍। ଘଣ୍ଟା … Continue reading ବର୍ଷ ଶେଷରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼
Copy and paste this URL into your WordPress site to embed
Copy and paste this code into your site to embed