ପୁଣି ଜଗନ୍ନାଥ ଧାମ ବିବାଦ: ପୁରୀ ନୀରବ, ନିନ୍ଦା କଲେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ
ଉତ୍ତରାଖଣ୍ଡର ବଦ୍ରିକାଶ୍ରମ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଗୁରୁ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ପୁରୀ ଶ୍ରମନ୍ଦିର ପ୍ରଶାସନର ମତକୁ ସମ୍ମାନ ଦେଇଛନ୍ତି। ମଙ୍ଗଳବାରଦିନ ଗଣମାଧ୍ୟମକୁ କହିଛନ୍ତି, ‘କେବଳ ଗୋଟିଏ ସ୍ଥାନ ହିଁ ଧାମ ପଦବାଚ୍ୟ ହୋଇପାରିବ। ଏଣୁ ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କୁହାଯାଇପାରିବ ନାହିଁ। ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରି ଏହାକୁ ଜଗନ୍ନାଥ ଧାମ ଭାବେ ଘୋଷଣା କରିବା ନେଇ ସାରା ଦେଶରେ ସନାତନ ଧର୍ମୀଙ୍କ ଭିତରେ ମତଭେଦ ଦେଖିବାକୁ ମିଳିଛି। ଏପରିକି ପୁରୀ … Continue reading ପୁଣି ଜଗନ୍ନାଥ ଧାମ ବିବାଦ: ପୁରୀ ନୀରବ, ନିନ୍ଦା କଲେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ
Copy and paste this URL into your WordPress site to embed
Copy and paste this code into your site to embed