କେବଳ ସିଂହଦ୍ୱାର ଦେଇ ନୂଆ ବର୍ଷ ଦର୍ଶନ

ନୂଆବର୍ଷରେ ପୁରୁଣା ବ୍ୟବସ୍ଥା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩୧ ଓ ୧ ତାରିଖ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦୁଇ ଦିନ କେଳବ ସିଂହଦ୍ଵାରା ଦେଇ ଭକ୍ତ ପ୍ରବେଶ କରିବେ। ଅନ୍ୟ ୩ ଦ୍ଵାର ଦେଇ ପ୍ରସ୍ଥାନ କରିବେ। ଅପରପକ୍ଷେ, ଶ୍ରୀମନ୍ଦିର ଓ ବେଳାଭୂମିରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲା … Continue reading କେବଳ ସିଂହଦ୍ୱାର ଦେଇ ନୂଆ ବର୍ଷ ଦର୍ଶନ