OAS Officers’ Association is dancing at the behest of BJD ।। ସରକାର ସତର୍କ ହେବାର ସମୟ; ବିଜେଡି ଇଙ୍ଗିତରେ ନାଚୁଛି ଓଏଏସ ଅଫିସର ସଂଘ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ସତର୍କ ଘଣ୍ଟି। ରାଜ୍ୟରେ କାର୍ଯ୍ୟରତ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ)ମାନେ ଏବେ ମୋହନ ସରକାର ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଏହି ଯୁଦ୍ଧ ଘୋଷଣା ସେମାନେ ରାଜ୍ୟରେ ବିରୋଧିଦଳ ବିଜେଡି ନେତାଙ୍କ ଇଙ୍ଗିତ କରାଯାଇଥିବା କୁହାଯାଉଛି। ଏହି ଓଏଏସ ଅଫିସରମାନଙ୍କର ବିଜେଡି ପ୍ରତି ଏତେ ଆନୁଗତ୍ୟ ରହିଛି ଯେ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଶ୍ୱାସକୁ ନେଇ ନାହାନ୍ତି। ବରଂ ବିଜେପି ସରକାର କିପରି ବିପଦରେ ପଡ଼ିବ ସେ … Continue reading OAS Officers’ Association is dancing at the behest of BJD ।। ସରକାର ସତର୍କ ହେବାର ସମୟ; ବିଜେଡି ଇଙ୍ଗିତରେ ନାଚୁଛି ଓଏଏସ ଅଫିସର ସଂଘ