itishree pradhan ।। ଇତିଶ୍ରୀ ବି ସମସ୍ତଙ୍କୁ ଗୁହାରୀ କରି ପୋଡ଼ି ମରିଥିଲେ ।
୧୨ ବର୍ଷ ପୂର୍ବରୁ ଜଣେ ଶିକ୍ଷୟିତ୍ରୀଙ୍କ ଦେହରେ କେହି ଅଜଣା ବ୍ୟକ୍ତି ନିଆଁ ଲଗାଇ ଦେଇଥିଲା। ସେହି ଠିକା ଶିକ୍ଷୟିତ୍ରୀ କିଛିଦିନ ବିଶାଖାପାଟଣା ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆରପୁରକୁ ଚାଲିଯାଇଥିଲେ ଶିକ୍ଷୟିତ୍ରୀ। ମୃତ୍ୟୁ ପୂର୍ବରୁ ଜମାନବନ୍ଦୀ ଦେଇଥିଲେ ସେ। କ’ଣ ଥିଲା ସେ ମୃତ୍ୟୁକାଳୀନ ଜମାନବନ୍ଦୀରେ? କେଉଁ ମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଶିକ୍ଷୟିତ୍ରୀ? ସେମାନଙ୍କ ଭିତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନାମ ଥିଲା କି ? ଏହି ଶିକ୍ଷୟିତ୍ରୀଙ୍କ ନାଁ … Continue reading itishree pradhan ।। ଇତିଶ୍ରୀ ବି ସମସ୍ତଙ୍କୁ ଗୁହାରୀ କରି ପୋଡ଼ି ମରିଥିଲେ ।
Copy and paste this URL into your WordPress site to embed
Copy and paste this code into your site to embed