ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ବୁଧବାର, ସେପ୍ଟେମ୍ବର ୧୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ। ମେଲୋନି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଏବଂ ଭାରତର ପ୍ରଗତି ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏକ ସେଲଫି ପୋଷ୍ଟ କରି ମେଲୋନି ଇଟାଲୀୟ ଭାଷାରେ ଲେଖିଛନ୍ତି, “ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭୫ତମ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଶକ୍ତି, ତାଙ୍କର ଦୃଢ଼ ସଂକଳ୍ପ ଏବଂ … Continue reading Italian PM Giorgia Meloni shares photo with PM Modi on his 75th birthday ।। ମୋଦୀଙ୍କ ୭୫ତମ ଜନ୍ମଦିନରେ ଇଟାଲୀ ପ୍ରଧାନମନ୍ତ୍ରୀ ‘ସେଲଫି’ ପୋଷ୍ଟ କରି ଲେଖିଲେ ଏମିତି
Copy and paste this URL into your WordPress site to embed
Copy and paste this code into your site to embed