ଦେବେନ୍ଦ୍ର ପ୍ରଧାନଙ୍କ ପାଇଁ ହିଁ ଓଡ଼ିଶାରେ ବିଜେପି ଉଠିଲା

ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ଉତ୍‍ଥାନ ପାଇଁ ଯଦି ଜଣେ ବ୍ୟକ୍ତିଙ୍କୁ ଶ୍ରେୟ ଯିବ ସିଏ ହେଉଛନ୍ତି ଦେବେନ୍ଦ୍ର ପ୍ରଧାନ। ଦେବେନ୍ଦ୍ର ପ୍ରଧାନଙ୍କ ନିଜ ରାଜନୈତିକ କ୍ୟାରିୟର ଏବଂ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସମ୍ପ୍ରସାରଣ ସହିତ ଗଭୀର ଭାବରେ ଜଡ଼ିତ ଥିଲା। ସେ ରାଜ୍ୟର ଜଣେ ପ୍ରମୁଖ ନେତା ଥିଲେ ଯିଏ କି ଦଳର ଭିତ୍ତିଭୂମି ପ୍ରତିଷ୍ଠା ଏବଂ ସଂଗଠନକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶାରେ ବିଜେପିର ପ୍ରାରମ୍ଭିକ ଦିନମାନଙ୍କରେ ଦେବେନ୍ଦ୍ର … Continue reading ଦେବେନ୍ଦ୍ର ପ୍ରଧାନଙ୍କ ପାଇଁ ହିଁ ଓଡ଼ିଶାରେ ବିଜେପି ଉଠିଲା