ଯୋଗୀ ହେବା ଭାରି କଷ୍ଟ || It is very difficult to become yogi.

“ଯୋଗୀ ହେବା ଭାରି କଷ୍ଟ!” – ଏ କଥା ସମସ୍ତେ କହୁଛନ୍ତି ଆମକୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ଜଣେ ଶାସକ ଦରକାର। କିନ୍ତୁ ପ୍ରଶ୍ନ ଉଠୁଛି, ସବୁ ରାଜନେତା କ’ଣ ଯୋଗୀ ହୋଇପାରିବେ? କ୍ଷମତାର ଚୌକିରେ ବସି ନିର୍ଭୀକ ଭାବେ କଠୋର ନିଷ୍ପତ୍ତି ନେବା ପାଇଁ ଯେଉଁ ଇଚ୍ଛାଶକ୍ତି ଦରକାର, ତାହା କ’ଣ ସମସ୍ତଙ୍କ ପାଖରେ ଥାଏ? ରାଜନୀତିରେ ‘ଯୋଗୀ’ ବେଶଧାରୀ ନେତା ମିଳିବା ସହଜ ହୋଇପାରେ, କିନ୍ତୁ ଯୋଗୀଙ୍କ ପରି କର୍ତ୍ତବ୍ୟନିଷ୍ଠ ଏବଂ … Continue reading ଯୋଗୀ ହେବା ଭାରି କଷ୍ଟ || It is very difficult to become yogi.