ଟେକ ପାର୍କ ପାଇଁ ଡମଣାରେ ୨୫ ଏକର ଜମି ମାଗିଲା ଆଇଟି ବିଭାଗ

IT: ୨୦ ଦଶକର ପ୍ରାରମ୍ଭରେ ସହର ଉପକଣ୍ଠରେ ଥିବା ଇନଫୋଭ୍ୟାଲି ଆଇଟି ଏବଂ ଇଏସଡିଏମ କମ୍ପାନୀମାନଙ୍କ ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଥିଲା । ଓଡ଼ିଶାରେ ୟୁନିଟ୍ ସ୍ଥାପନ ପାଇଁ ଅନେକ ଆଇଟି କମ୍ପାନୀ ଆଗ୍ରହ ପ୍ରକାଶ କରିଥିବା ବେଳେ ରାଜ୍ୟ ସରକାର ଜମି ଆବଣ୍ଟନକୁ ନେଇ ଏକ ନିଆରା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ଆଇଟି ପାର୍କ ନିର୍ମାଣ … Continue reading ଟେକ ପାର୍କ ପାଇଁ ଡମଣାରେ ୨୫ ଏକର ଜମି ମାଗିଲା ଆଇଟି ବିଭାଗ