ଗରମ ହେଲେ ଲାଗିପାରେ ନିଆଁ ! ଜାଣନ୍ତୁ, ଫୋନର ତାପମାତ୍ରା କ’ଣ ହେବା ଉଚିତ ଏବଂ ଅତ୍ୟଧିକ ଗରମ ହେଲେ କ’ଣ କରିବେ?

Phone: ଶୀତ ଋତୁ ଯିବା ପାଇଁ ପ୍ରସ୍ତୁତ ହେଉଛି ଏବଂ ଗ୍ରୀଷ୍ମ ଋତୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି । ଭାରତର ଅନେକ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେଉଛି। ଏଭଳି ପରିସ୍ଥିତିରେ ସ୍ମାର୍ଟଫୋନ୍ ଭଳି ଯେକୌଣସି ଡିଭାଇସ୍ ଗରମ ହେବା ଏକ ସାଧାରଣ କଥା। ତେବେ ଅଧିକ ଗରମ ହେଲେ ଫୋନ୍ ଫାଟିପରେ। ତେଣୁ ଏହାକୁ ସୁରକ୍ଷିତ ତାପମାତ୍ରାରେ ରଖିବା ଜରୁରୀ। ଆସନ୍ତୁ ଜାଣିବା ଫୋନର ତାପମାତ୍ରା କ’ଣ ହେବା ଉଚିତ ଏବଂ ଗରମ ହେଉଥିଲେ … Continue reading ଗରମ ହେଲେ ଲାଗିପାରେ ନିଆଁ ! ଜାଣନ୍ତୁ, ଫୋନର ତାପମାତ୍ରା କ’ଣ ହେବା ଉଚିତ ଏବଂ ଅତ୍ୟଧିକ ଗରମ ହେଲେ କ’ଣ କରିବେ?