Isro nasa Joint Satellite Nisar Will Launch On 30 July 2025 ।। ଜୁଲାଇ ୩୦ରେ ଲଞ୍ଚ ହେବ ପୃଥିବୀ ରକ୍ଷକ ‘ନିସାର’, ଜଣାନ୍ତୁ କାହିଁକି ଏହା ଖାସ?

ଭାରତୀୟ ମହାକାଶ ଏଜେନ୍ସି (ଇସ୍ରୋ) ଓ ଆମେରିକୀୟ ମହାକାଶ ଏଜେନ୍ସି (ନାସା)ର ମିଳିତ ମିଶନ ‘ନିସାର’ ସାଟେଲାଇଟ୍‌ ୩୦ ଜୁଲାଇ ସନ୍ଧ୍ୟା ୫:୪୦ରେ ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟର, ଜିଏସ୍‌ଏଲ୍‌ଭି-ଏଫ ୧୬ ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯିବ। ପ୍ରାୟ ୧.୫ ବିଲିୟନ ଡଲାର (ପ୍ରାୟ ୧୨,୫୦୦ କୋଟି ଟଙ୍କା) ବ୍ୟୟରେ ନିର୍ମିତ ଏହି ଉପଗ୍ରହ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ହେବ। ଜିଏସ୍‌ଏଲ୍‌ଭି-ଏଫ ୧୬ ଏହି ଉପଗ୍ରହକୁ ୯୮.୪୦ ଡିଗ୍ରୀ ଢଳାଇ ୭୪୩ … Continue reading Isro nasa Joint Satellite Nisar Will Launch On 30 July 2025 ।। ଜୁଲାଇ ୩୦ରେ ଲଞ୍ଚ ହେବ ପୃଥିବୀ ରକ୍ଷକ ‘ନିସାର’, ଜଣାନ୍ତୁ କାହିଁକି ଏହା ଖାସ?