ମହାକାଶ ଡକିଂରେ ଇତିହାସ ରଚିଲା ଇସ୍ରୋ

ବିଶ୍ୱରେ ଭାରତ ୪ର୍ଥ ଦେଶ ସ୍ପେଡେକ୍ସ ମିଶନ ମହାକାଶ ଅନ୍ୱେଷଣରେ ଆଣିଛି ବିପ୍ଳବ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ  ମହାକାଶ କ୍ଷେତ୍ରରେ ଭାରତକୁ ମିଳିଛି ଏକ ଐତିହାସିକ ସଫଳତା । ୧୬ ଜାନୁଆରି ୨୦୨୫ ତାରିଖ ଭାରତ ପାଇଁ ସ୍ମରଣୀୟ ହୋଇଯିବ। ଏହି ଦିନରେ ଭାରତର ପ୍ରଥମ ମହାକାଶ ଡକିଂ ପ୍ରୟୋଗ (ସ୍ପେଡେକ୍ସ) ମିଶନ ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇଛି । ଏହା ମାଧ୍ୟମରେ ଭାରତ ମହାକାଶରେ ଦୁଇଟି ଉପଗ୍ରହକୁ ପରସ୍ପର ସହ ଡକିଂ ବା ସଂଯୋଗ କରିଛି। … Continue reading ମହାକାଶ ଡକିଂରେ ଇତିହାସ ରଚିଲା ଇସ୍ରୋ