ଇସ୍ରାଏଲ ଶୁକ୍ରବାର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ ପୋଷ୍ଟ କରିଥିଲା। ଏଥିରେ ସେମାନେ ସମଗ୍ର ବିଶ୍ୱର ମାନଚିତ୍ର ଦେଖାଇ ଏହା ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ଇରାନ ଏକ ବିଶ୍ୱବ୍ୟାପୀ ବିପଦ। ଏହି ଚିତ୍ରରେ ଭାରତର ମାନଚିତ୍ରକୁ ନେଇ ଏବେ ଇସ୍ରାଏଲକୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ଏହି ମାନଚିତ୍ରରେ ଜମ୍ମୁ-କଶ୍ମୀର ଓ ଲଦାଖର ଅଂଶକୁ ଭାରତର ମାନଚିତ୍ରରେ ଦେଖାଯାଇ ନଥିଲା। ଜମ୍ମୁ-କଶ୍ମୀରକୁ ପାକିସ୍ତାନର ଅଂଶ ଭାବେ ଦେଖାଯାଇଥିଲା। ଆଇଡିଏଫ ଦେଇଛି ସ୍ପଷ୍ଟୀକରଣ ଏହା ପରେ ଇସ୍ରାଏଲ … Continue reading Why did the Israeli Defense Ministry say ‘sorry’ to Indians during the war?।। ଯୁଦ୍ଧ ଭିତରେ ଇସ୍ରାଏଲୀ ପ୍ରତିରକ୍ଷା ବିଭାଗ ଭାରତୀୟଙ୍କୁ କାହିଁକି କହିଲା ‘ସରି’
Copy and paste this URL into your WordPress site to embed
Copy and paste this code into your site to embed