Israeli Foreign Minister Gideon Saar is in India ।। ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଡିଓନ ସାର ଭାରତ ଆସିଛନ୍ତି

ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଡିଓନ ସାର ଭାରତ ଆସିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ସହ ଏକ ବୈଠକରେ ଗିଡିଓନ ସାର କହିଛନ୍ତି “ମୂଳବାଦୀ ଆତଙ୍କବାଦ ଇସ୍ରାଏଲ ଏବଂ ଭାରତ ପାଇଁ ପାରସ୍ପରିକ ବିପଦ ସୃଷ୍ଟି କରୁଛି। ସେ ଭାରତ ମାଟିରୁ ପାକିସ୍ତାନକୁ ସ୍ପଷ୍ଟ ଭାବରେ ଭର୍ତ୍ସନା କରି କହିଛନ୍ତି “ଆମେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଦୃଢ଼ ନିନ୍ଦା କରୁଛୁ। ଇସ୍ରାଏଲ ଏକ ଅନନ୍ୟ ପରିସ୍ଥିତିର ସମ୍ମୁଖୀନ ହେଉଛି, ଯାହାକୁ ମୁଁ ଏକ … Continue reading Israeli Foreign Minister Gideon Saar is in India ।। ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଡିଓନ ସାର ଭାରତ ଆସିଛନ୍ତି