Israeli Company Rafael Offers 6th Generation Air to air Sky Sting Missile To India ।। ଭାରତକୁ ଷଷ୍ଠ ପିଢ଼ିର ଏୟାର-ଟୁ-ଆୟାର ମିସାଇଲ୍ ଯୋଗେଇ ଦେବ ଇସ୍ରାଏଲୀ, ଚୀନ ପିଏଲ-୧୫କୁ ଚଟେଇବ ଧୁଳି

ଭାରତର ଘନିଷ୍ଠ ବନ୍ଧୁ ଇସ୍ରାଏଲୀ ଭାରତକୁ ଷଷ୍ଠ ପିଢ଼ିର ଏୟାର-ଟୁ-ଆୟାର ମିସାଇଲ୍ ପ୍ରଦାନ କରିବ। ଇସ୍ରାଏଲୀ ପ୍ରତିରକ୍ଷା କମ୍ପାନୀ ରାଫେଲ୍ ଆଡଭାନ୍ସଡ୍ ଡିଫେନ୍ସ ସିଷ୍ଟମ୍ସ ଭାରତୀୟ ବାୟୁସେନାକୁ ଏହାର ନୂତନତମ ସ୍କାଏ ଷ୍ଟିଙ୍ଗ୍ ଷଷ୍ଠ ପିଢ଼ିର ଲମ୍ବା ଦୂରଗାମୀ ଏୟାର ଟୁ ଏୟାର ମିସାଇଲ୍ ପ୍ରଦାନ କରିଛି। ଏହି ମିସାଇଲ୍ ଭାରତୀୟ Su-30MKI ଭଳି ପ୍ରମୁଖ ଲଢ଼ୁଆ ବିମାନରେ ସ୍ଥାପିତ ହୋଇପାରିବ। ଇସ୍ରାଏଲୀ କମ୍ପାନୀ ରାଫେଲ୍‌ର ଜଣେ ବରିଷ୍ଠ ଅଧିକାରୀ ଏହାକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି … Continue reading Israeli Company Rafael Offers 6th Generation Air to air Sky Sting Missile To India ।। ଭାରତକୁ ଷଷ୍ଠ ପିଢ଼ିର ଏୟାର-ଟୁ-ଆୟାର ମିସାଇଲ୍ ଯୋଗେଇ ଦେବ ଇସ୍ରାଏଲୀ, ଚୀନ ପିଏଲ-୧୫କୁ ଚଟେଇବ ଧୁଳି