ISI’s Honeytrap College || ଏହି କଲେଜରେ ସୁନ୍ଦରୀ ଝିଅଙ୍କୁ ଆଇଏସଆଇ ଦିଏ ‘ପଟେଇବା’ ଟ୍ରେନିଂ !
ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗୁଇନ୍ଦାଗିରି ଅଭିୟୋଗରେ ଗିରଫ କରାଯିବା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ)ର ହନି ଟ୍ରାପ ଷଡ଼ଯନ୍ତ୍ରକୁ ପୁନର୍ବାର ସାମ୍ନାକୁ ଆସିଛି। ଏବେ କାହାର ମନରେ ଏହା ସମ୍ପର୍କରେ କୌଣସି ସନ୍ଦେହ ନାହିଁ ଯେ ଭାରତୀୟ ସେନା ସମ୍ପର୍କିତ ସୂଚନା ହାସଲ କରିବା ପାଇଁ ଆଇଏସଆଇ ସର୍ବଦା ହନି ଟ୍ରାପକୁ ଭାରତ ବିରୋଧରେ ଏକ ବଡ଼ ଅସ୍ତ୍ର ଭାବେ ବ୍ୟବହାର କରି ଆସୁଛି। ଆଇଏସଆଇ ପାକିସ୍ତାନରେ ଅନେକ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ରଖିଛି, … Continue reading ISI’s Honeytrap College || ଏହି କଲେଜରେ ସୁନ୍ଦରୀ ଝିଅଙ୍କୁ ଆଇଏସଆଇ ଦିଏ ‘ପଟେଇବା’ ଟ୍ରେନିଂ !
Copy and paste this URL into your WordPress site to embed
Copy and paste this code into your site to embed