Nagin 7: ଅନେକ ବର୍ଷ ଧରି ଏକତା କପୁରଙ୍କ ନାଗିନ ଫ୍ରାଞ୍ଚାଇଜ୍ ଟିଆରପି ତାଲିକାରେ ହଇଚଇ ସୃଷ୍ଟି କରିଛି। ଏବେ ଏହି ସୋ’ର ପରବର୍ତ୍ତୀ ସିଜିନ୍ କୁ ନେଇ ଖବର ଆସୁଛି। ନିକଟରେ ନାଗିନ୍ ୭ ସହ ଅଭିନେତ୍ରୀ ଇଶା ମାଲବିୟାଙ୍କ ନାମ ଯୋଡ଼ି ହୋଇଥିଲା। ଗତ କିଛି ସପ୍ତାହ ହେବ ଇଶା ମାଲବିୟାଙ୍କ ନାମ ଏକତା କପୁରଙ୍କ ଆଗାମୀ ସୋ’ ନାଗିନ୍ ୭ ସହ ଯୋଡ଼ି ହୋଇଛି। ଇଶାଙ୍କ ପୂର୍ବରୁ ଟେଲିଭିଜନର ଅନେକ ଅଭିନେତ୍ରୀ ନାଗିନ୍ … Continue reading ନାଗିନ୍ ୭ ନଜର ଆସିବେ ଇଶା
Copy and paste this URL into your WordPress site to embed
Copy and paste this code into your site to embed