ଭିକେ ପାଣ୍ଡିଆନ ପ୍ରକୃତରେ ଏକ ଅନ୍ତର୍ଜାତୀୟ ଏନଜିଓରେ ଯୋଗ ଦେଉଛନ୍ତି କି?

VK Pandian: ୫୦ ବର୍ଷୀୟ ପୂର୍ବତନ ପ୍ରଶାସନିକ ଅଧିକାରୀ ଭିକେ ପାଣ୍ଡିଆନ ଏକ ଅନ୍ତର୍ଜାତୀୟ ଏନଜିଓରେ ଯୋଗ ଦେବାକୁ ଯାଉଛନ୍ତି କି? ଏହି ପ୍ରଶ୍ନଟି ରାଜନୀତି ମହଲରେ ଏବେ ବ୍ୟାପକ ଦୃଷ୍ଟି ଆକର୍ଷଣ କରିଛି। ୨୦oo ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଭିକେ ପାଣ୍ଡିଆନ୍ ଏକ ପ୍ରମୁ ଦାୟିତ୍ଵ ସହ ଓଡିଶାର ରାଜନୈତିକ ଦୃଶ୍ୟପଟରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛନ୍ତି। ତାମିଲନାଡୁର ବାସିନ୍ଦା ଏବଂ ପଞ୍ଜାବ କ୍ୟାଡର ଆଇଏସ ,ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି (୨୦୧୧-୨୦୨୩) ଓଡ଼ିଶାର … Continue reading ଭିକେ ପାଣ୍ଡିଆନ ପ୍ରକୃତରେ ଏକ ଅନ୍ତର୍ଜାତୀୟ ଏନଜିଓରେ ଯୋଗ ଦେଉଛନ୍ତି କି?