Is this Modi’s rule? ।। ଏହା କ’ଣ ମୋଦୀଙ୍କ ଶାସନ?

ଓଡ଼ିଶାରେ ବିଜେପି ସରକାର ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଛି। ଗଲା ଏକ ବର୍ଷର ଶାସନକୁ ଯଦି ଅନୁଶୀଳନ କରାଯାଏ ତେବେ ଏହା ଦୁର୍ବଳ, ଅପରିପକ୍ୱ ରାଜ୍ୟ ନେତୃତ୍ୱକୁ ସ୍ପଷ୍ଟ କରିଛି। ସବୁବେଳେ କେନ୍ଦ୍ରୀୟ ନେତାଙ୍କ ଉପରେ ନିଷ୍ପତ୍ତିକୁ ଛାଡ଼ି ରାଜ୍ୟ ନେତାମାନେ ଏ ସମୟକୁ ହନିମୁନ୍‍ ସମୟ ପରି ଅତିବାହିତ କରିଛନ୍ତି। ଫଳସ୍ୱରୂପ ରାଜ୍ୟରେ ଯେଉଁ ଅପରାଧି ସବୁ କିଛିବର୍ଷ ହେଲା ନିଖୋଜ ହୋଇଥିଲେ ତାହା ପୁଣି ଚେଇଁ ଉଠି ଲୋକଙ୍କ ନିଦ ହଜାଇଛନ୍ତି। ସ୍ୱାସ୍ଥ୍ୟାବସ୍ଥା, ଆଇନ … Continue reading Is this Modi’s rule? ।। ଏହା କ’ଣ ମୋଦୀଙ୍କ ଶାସନ?