ପଦ୍ମ ଶିବିରରେ କ୍ଷମତା ଯୁଦ୍ଧ ନା ପୁରୁଣା-ନୂଆ କନ୍ଦଳ? || Is there a war of power in the Padma camp?

ରାଜନୀତିରେ ଯେତେବେଳେ କୌଣସି ଦଳ କ୍ଷମତାର ଶୀର୍ଷକୁ ଯାଏ, ସେତେବେଳେ ବାହାରକୁ ସବୁକିଛି ଚକଚକ୍ ଦିଶେ। କିନ୍ତୁ ଭିତରେ ଭିତରେ ଯେଉଁ ଧୂଆଁ ଉଠୁଥାଏ, ତାହା କେତେବେଳେ ଯେ ଦାବାନଳ ପାଲଟିଯାଏ, ତାହା କେହି କହିପାରନ୍ତି ନାହିଁ। ଆଜି ଆମେ ଏମିତି ଏକ ରାଜନୈତିକ ଭୂକମ୍ପ ବିଷୟରେ ଆଲୋଚନା କରିବାକୁ ଯାଉଛୁ, ଯାହା ଓଡ଼ିଶା ରାଜନୀତିରେ ବିଶେଷ କରି ଶାସକ ଦଳ ବିଜେପି ଶିବିରରେ ଝଡ଼ ସୃଷ୍ଟି କରିଛି। ରାଜ୍ୟ ବିଜେପିରେ ସବୁକିଛି ଠିକ୍ ଚାଲିନାହିଁ! ଦିନ … Continue reading ପଦ୍ମ ଶିବିରରେ କ୍ଷମତା ଯୁଦ୍ଧ ନା ପୁରୁଣା-ନୂଆ କନ୍ଦଳ? || Is there a war of power in the Padma camp?