ନୂଆ ଆଞ୍ଚଳିକ ଦଳର ଆବଶ୍ୟକତା ଅଛି କି? || Is there a need for new regional parties?

ଓଡ଼ିଶାର ରାଜନୈତିକ ମାନଚିତ୍ର ଅନ୍ୟ ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ। ଏଠାକାର ମତଦାତାମାନେ ସାଧାରଣତଃ ଭାବପ୍ରବଣତାରେ ଭାସି ନ ଯାଇ ‘ରାଜନୈତିକ ସ୍ଥିରତା’କୁ ଅଧିକ ପସନ୍ଦ କରନ୍ତି। ୧୯୯୦ ଦଶନ୍ଧିର ଶେଷ ଭାଗରୁ ଓଡ଼ିଶା ଏକ ପ୍ରକାର ସ୍ଥିର ଶାସନ ଦେଖିଆସିଛି। ତେଣୁ, ଜଣେ ସର୍ବବ୍ୟାପୀ ଗ୍ରହଣୀୟ ଚେହେରା ବା କ୍ଲିନ୍ ଇମେଜ୍ ଥିବା ନେତାଙ୍କ ବିନା କୌଣସି ନୂଆ ଆଞ୍ଚଳିକ ଦଳ ଉପରେ ଲୋକଙ୍କ ଆସ୍ଥା ଜମିବା ଏକ ପ୍ରକାର ଅସମ୍ଭବ। ବର୍ତ୍ତମାନ ପରିପ୍ରେକ୍ଷୀରେ … Continue reading ନୂଆ ଆଞ୍ଚଳିକ ଦଳର ଆବଶ୍ୟକତା ଅଛି କି? || Is there a need for new regional parties?