କେରଳ କଂଗ୍ରେସରେ କି ବଢ଼ୁଛି ନେତୃତ୍ୱ ସଂଘର୍ଷ? || Is there a growing leadership struggle in the Kerala Congress?

କେରଳରେ କଂଗ୍ରେସ ଭିତରେ ନୂଆ ନେତୃତ୍ୱ ସମୀକରଣକୁ ନେଇ ରାଜନୀତିକ ଚର୍ଚ୍ଚା ବଢ଼ୁଛି। ଆଗାମୀ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ କେରଳ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱ ଚାଲିଥିବା ଚର୍ଚ୍ଚା ଏବେ ରାଜନୀତିକ ମହଳରେ ଗୁରୁତ୍ୱ ପାଉଛି। ଏହି ଚର୍ଚ୍ଚାକୁ ଆହୁରି ସେନ୍ସିଟିଭ୍ କରିଦେଇଛି ଦୁଇଟି ନାମ — ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ। କେରଳ କଂଗ୍ରେସର ଭବିଷ୍ୟତ ନେତୃତ୍ୱକୁ ନେଇ ଗାନ୍ଧୀ ପରିବାର ଭିତରୁ ଭିନ୍ନ ସଙ୍କେତ ଆସୁଥିବା ନେଇ ଚର୍ଚ୍ଚା ଚାଲିଛି। … Continue reading କେରଳ କଂଗ୍ରେସରେ କି ବଢ଼ୁଛି ନେତୃତ୍ୱ ସଂଘର୍ଷ? || Is there a growing leadership struggle in the Kerala Congress?